ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଶୁ ହେବାର ଅବସ୍ଥା ବା ଯେଉଁ ଅବସ୍ଥାରେ ମାନବ ପଶୁ ଭଳି କ୍ରୂର ଏବଂ ଅମାନୁଷିକତା ହୋଇଯାଏ
ଉଦାହରଣ : ଭଲ କର୍ମଦ୍ୱାରା ମଣିଷ ମନର ପଶୁତା ନଷ୍ଟ ହୋଇଯାଏ
ସମକକ୍ଷ : ଅମାନୁଷିକତା, ପଶୁତା, ପଶୁତ୍ୱ, ପାଶବତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
पशु होने की अवस्था या वह अवस्था जिसमें मानव पशु जैसा क्रूर और अमानवीय हो जाता है।
The trait of extreme cruelty.
ସଂସ୍ଥାପନ କରନ୍ତୁ