ଅର୍ଥ : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
ଉଦାହରଣ :
ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
ସମକକ୍ଷ : ଦଳ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
ଉଦାହରଣ :
ଆପଣ କେଉଁ ଦଳର ?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ
ଉଦାହରଣ :
ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୋକମାନଙ୍କ ଏକ ଦଳ ଯିଏ ରାଜନୀତି ସହିତ ଜଡ଼ିତ ବା ରାଜନୀତିକ କ୍ରିୟା-କଳାପରେ ଭାଗ ନେଇଥାନ୍ତି
ଉଦାହରଣ :
ଭାରତରେ ରାଜନୀତିକ ଦଳ ସଂଖ୍ୟା କୁକୁର ମୂତିବାପରି ବଢ଼ିବାରେ ଲାଗିଛି
ସମକକ୍ଷ : ରଜନୈତିକ ଦଳ, ରାଜନୀତିକ ଦଳ
ଅନ୍ୟ ଭାଷାରେ ଅନୁବାଦ :
व्यक्तियों का वह दल जो राजनीति से संबद्ध हो या राजनीतिक क्रिया-कलापों में भाग लेता हो।
भारत में राजनीतिक दल कुकुरमुत्तों की तरह उग आये हैं।An organization to gain political power.
In 1992 Perot tried to organize a third party at the national level.ଅର୍ଥ : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
ଉଦାହରଣ :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
ସମକକ୍ଷ : ପକ୍ଷ
ଅନ୍ୟ ଭାଷାରେ ଅନୁବାଦ :