ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାହକ ଘୋଡ଼ାର ଜିନରୁ ଝୁଲୁଥିବା ପାଦ ରଖିବାସ୍ଥାନ
ଉଦାହରଣ : ଘୋଡ଼ସବାର ଘୋଡ଼ା ଉପରେ ବସି ପାଦାଧାରରେ ନିଜର ଗୋଡ଼ ଛନ୍ଦିଦେଲେ
ସମକକ୍ଷ : ରକାବ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सवारी के घोड़े की काठी या जीन में लटकनेवाला पावदान।
Support consisting of metal loops into which rider's feet go.
ସଂସ୍ଥାପନ କରନ୍ତୁ