ଅର୍ଥ : ବର୍ତ୍ତମାନ ବିହାର ରାଜ୍ୟର ରାଜଧାନୀ
ଉଦାହରଣ :
ପାଟନା ବୌଦ୍ଧକାଳରେ ପାଟଳିପୁତ୍ର ନାମରେ ଜଣାଶୁଣାଥିଲା
ଅନ୍ୟ ଭାଷାରେ ଅନୁବାଦ :
वर्तमान बिहार राज्य की राजधानी।
पटना बौद्धकाल में पाटलिपुत्र के नाम से जाना जाता था।The capital city of a political subdivision of a country.
state capital