ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବା
ଉଦାହରଣ :
ପରିବହନକାରୀ ଯାନ ଗୁଡ଼ିକର ସ୍ୱଳ୍ପତା କାରଣରୁ ବସ୍ତୁଗୁଡ଼ିକ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରୁନାହିଁ
ସମକକ୍ଷ :
ବହନକାରୀ
ଅନ୍ୟ ଭାଷାରେ ଅନୁବାଦ :
एक स्थान से दूसरे स्थान तक ले जाने वाला।
अपवाहक वाहनों की कमी के कारण वस्तुएँ गंतव्य तक नहीं पहुँच पा रही हैं।
अपवाहक