ଅର୍ଥ : ଯାତ୍ରାସମୟରେ ଯେଉଁ ଖାଦ୍ୟପଦାର୍ଥକୁ ଆବଶ୍ୟକଥିବାରୁ ଯାତ୍ରୀ ନିଜ ପାଖରେ ରଖିଥାଏ
ଉଦାହରଣ :
ବାଟଖାଦ୍ୟ ହାଲୁକା ଓ ସୁପାଚକ ହେବା ଦରକାର
ସମକକ୍ଷ :
ବାଟଖାଦ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह खाद्यपदार्थ जो यात्री मार्ग के लिए अपने साथ रखता है।
पाथेय हल्का और सुपाच्य होना चाहिए।
तोशा,
पाथेय