ଅର୍ଥ : ସାତ ସ୍ୱର ମଧ୍ୟରୁ ପଞ୍ଚମ ସ୍ୱର ଯାହାକୁ କୋକିଳର ସ୍ୱର ବୋଲି ବିଚାର କରାଯାଏ
ଉଦାହରଣ :
ପଞ୍ଚମ ସ୍ୱର ବିନା ସଙ୍ଗୀତ ଅସମ୍ପୂର୍ଣ୍ଣ
ସମକକ୍ଷ : ପଞ୍ଚମ ସ୍ୱର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ରାଗ
ଉଦାହରଣ :
ଛଅଟି ପ୍ରଧାନ ରାଗ ମଧ୍ୟରୁ ତୃତୀୟଟି ହେଉଛି ପଞ୍ଚମ ରାଗ
ସମକକ୍ଷ : ପଞ୍ଚମ ରାଗ
ଅନ୍ୟ ଭାଷାରେ ଅନୁବାଦ :