ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଗାମୀକାଲି ପରେ ଆସୁଥିବା ଦିନ
ଉଦାହରଣ : ମୁଁ ପଅରଦିନଠାରୁ ସେଠାକୁ ଯିବିନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी
आगामी कल के बाद वाला दिन।
ଅର୍ଥ : ଗତକାଲିର ଆଗ ଦିନ
ଉଦାହରଣ : ସେ ପଅରଦିନରୁ ବେମାର ଅଛି
बीते हुए कल से पहले वाला दिन।
ଅର୍ଥ : ଗତକାଲିର ଠିକ ପୂର୍ବଦିନ
ଉଦାହରଣ : ସେ ପଅରିଦିନ ବୁଲିବାକୁ ଯାଇଥିଲା
ସମକକ୍ଷ : ପଅରିଦିନ
बीते हुए कल से पहले वाले दिन को।
ଅର୍ଥ : ଆସନ୍ତାକାଲିର ଠିକ ପରବର୍ତ୍ତୀ ଦିନ
ଉଦାହରଣ : ମୁଁ ପଅରିଦିନ ଯିବି
आगामी कल के बाद वाला दिन को।
ସଂସ୍ଥାପନ କରନ୍ତୁ