ଅର୍ଥ : ତାମିଲନାଡ଼ୁର ଏକ ଜିଲ୍ଲା
ଉଦାହରଣ :
ନୀଳଗିରି ଜିଲ୍ଲାର ମୁଖ୍ୟ କାର୍ଯାଳୟ ନୀଳଗିରି ସହରରେ ଅବସ୍ଥିତ
ସମକକ୍ଷ : ନୀଳଗିରି ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के तमिलनाडु राज्य का एक जिला।
नीलगिरि जिले का मुख्यालय नीलगिरि शहर में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ଏକ ଡେଙ୍ଗା ଗଛ
ଉଦାହରଣ :
ତାଙ୍କ ଚା ବଗିଚା ଚାରିପଟ ନୀଳଗିରି ଗଛଦ୍ୱାରା ଆବଦ୍ଧ କରାଯାଇଛି
ସମକକ୍ଷ : ନୀଳଗିରି ଗଛ
ଅନ୍ୟ ଭାଷାରେ ଅନୁବାଦ :
Tall fast-growing timber tree with leaves containing a medicinal oil. Young leaves are bluish.
blue gum, eucalyptus globulus, fever treeଅର୍ଥ : ତାମିଲନାଡ଼ୁର ଏକ ସହର
ଉଦାହରଣ :
ତା ମାମୁଁ ନୀଳଗିରିରେ ରହନ୍ତି
ସମକକ୍ଷ : ନୀଳଗିରି ସହର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦକ୍ଷିଣ ଭାରତର ଏକ ପର୍ବତ
ଉଦାହରଣ :
ଆମେ ନୀଳଗିରି ପର୍ବତ ଉପରକୁ ଭ୍ରମଣ କରିବାପାଇଁ ଯାଇଥିଲୁ
ସମକକ୍ଷ : ନୀଳଗିରି ପର୍ବତ
ଅନ୍ୟ ଭାଷାରେ ଅନୁବାଦ :
Hills in southern India.
nilgiri hills