ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶାଚର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶାଚର   ବିଶେଷଣ

ଅର୍ଥ : ଯିଏ ରାତିରେ ବାହାରକୁ ବାହାରେ ବା ଚଲାବୁଲା କରେ

ଉଦାହରଣ : ପେଚା ଏକ ରାତ୍ରିଚର ପକ୍ଷୀ

ସମକକ୍ଷ : ତମଚର, ରାତ୍ରିଚର


ଅନ୍ୟ ଭାଷାରେ ଅନୁବାଦ :

जो रात को बाहर निकले या चले।

ऊल्लू एक रात्रिचर पक्षी है।
तमचर, नकतंचर, नक्तञ्चर, निशाचर, निशाचारी, निशाट, निशिचर, निशिचारी, निसिचर, यामिनिचर, रात्रिचर, रैनचर

Belonging to or active during the night.

Nocturnal animals are active at night.
Nocturnal plants have flowers that open at night and close by day.
nocturnal

ଅର୍ଥ : କେବଳ ରାତିରେ ଖାଇବା ବାଲା

ଉଦାହରଣ : ରାତ୍ରଚର ପଶୁ ଅଧିକ ସମୟ ଦିନରେ ଆରାମ କରେ

ସମକକ୍ଷ : ନିଶାଭୋଜୀ, ରାତ୍ରଚର, ରାତ୍ରଭୋଜୀ


ଅନ୍ୟ ଭାଷାରେ ଅନୁବାଦ :

केवल रात को खाने वाला।

निशाद पशु अधिकतर दिन में आराम करते हैं।
निशाद