ଅର୍ଥ : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
ଉଦାହରଣ :
ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
ସମକକ୍ଷ : ସୁରକ୍ଷିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ଅନର୍ଥର ଆଶଙ୍କା ନ ଥାଏ
ଉଦାହରଣ :
ନିରାପଦ ଭବିଷ୍ୟତର କଳ୍ପନା ଅବଶ୍ୟ କରାଯାଇ ପାରିବ, କିନ୍ତୁ ଏହା ଜରୁରି ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
जिसमें अनर्थ की आशंका न हो।
निरापद भविष्य की कल्पना अवश्य की जा सकती है पर ऐसा ही हो यह ज़रूरी तो नहीं है।