ଅର୍ଥ : ଯାହାଙ୍କର କୌଣସି କାର୍ଯ୍ୟ, ସ୍ଥାନ ବା ପଦରେ ନିଯୁକ୍ତି ହୋଇଛି ବା ଯାହାଙ୍କୁ କୌଣସି କାମରେ ଲଗାଯାଇଛି
ଉଦାହରଣ :
ପିଲାମାନଙ୍କ ଦେଖାଶୁଣା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି ଛୁଟିରେ ଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବେତନ ବା ମଜୁରିରେ କୌଣସି କାମରେ ଲାଗିଥିବା
ଉଦାହରଣ :
ନିଯୁକ୍ତ କର୍ମଚାରୀମାନଙ୍କୁ କେତେ ମାସ ହେଲା ବେତନ ମିଳୁନାହିଁ
ସମକକ୍ଷ : ଅଧିନିଯୁକ୍ତ, ନିୟୋଜିତ
ଅନ୍ୟ ଭାଷାରେ ଅନୁବାଦ :
वेतन या मज़दूरी पर किसी काम में लगा हुआ।
अधियुक्त कर्मचारियों को कई महीने से वेतन नहीं मिला है।