ଅର୍ଥ : ବହୁତ ନିକଟର ବା ବହୁତ ପାଖରେ
ଉଦାହରଣ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
ସମକକ୍ଷ : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
ଅନ୍ୟ ଭାଷାରେ ଅନୁବାଦ :
Marked by close acquaintance, association, or familiarity.
Intimate friend.ଅର୍ଥ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
ଉଦାହରଣ :
ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଭାଙ୍ଗେନାହିଁ
ଉଦାହରଣ :
ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
ସମକକ୍ଷ : ଅତୁଟ
ଅନ୍ୟ ଭାଷାରେ ଅନୁବାଦ :
Not easily destroyed.
indestructible