ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁମ୍ଭକର୍ଣ୍ଣଙ୍କର ଜଣେ ପୁତ୍ର
ଉଦାହରଣ : ହନୁମାନ ନିକୁମ୍ଭକୁ ବଧ କରିଥିଲେ
ସମକକ୍ଷ : ନିକୁଂଭ
ଅନ୍ୟ ଭାଷାରେ ଅନୁବାଦ :हिन्दी
कुम्भकरण का एक पुत्र।
ଅର୍ଥ : ଜଣେ ଅସୁର ରାଜା
ଉଦାହରଣ : ନିକୁମ୍ଭ କୃଷ୍ଣଙ୍କ ହାତରେ ମରିଥିଲେ
एक असुर राजा।
ଅର୍ଥ : ଶିବଙ୍କ ଜଣେ ଅନୁଚର
ଉଦାହରଣ : ଶିବପୁରାଣରେ ନିକୁମ୍ଭଙ୍କର ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शिव का एक अनुचर।
An imaginary being of myth or fable.
ଅର୍ଥ : ସୁନ୍ଦ ଏବଂ ଉପସୁନ୍ଦଙ୍କ ପିତା
ଉଦାହରଣ : ନିକୁମ୍ଭ ଜଣେ ପ୍ରତାପୀ ରାଜା ଥିଲା
सुंद और उपसुंद का पिता।
ସଂସ୍ଥାପନ କରନ୍ତୁ