ଅର୍ଥ : ବେଦ,ଈଶ୍ୱର ଓ ପରଲୋକଆଦିରେ ଅବିଶ୍ୱାସ
ଉଦାହରଣ :
ନାସ୍ତିକତା କାରଣରୁ ମଣିଷ ପାପରେ ଲିପ୍ତ ହୋଇଯାଏ
ସମକକ୍ଷ : ନାସ୍ତିକତା, ନାସ୍ତିକପଣ, ହେତୁବାଦ
ଅନ୍ୟ ଭାଷାରେ ଅନୁବାଦ :
वेद, ईश्वर और परलोक आदि में अविश्वास।
नास्तिकता के कारण मनुष्य पाप में लिप्त हो जाता है।A lack of belief in the existence of God or gods.
atheism