ଅର୍ଥ : ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅଦିନ ଯେବେ ନବଦୁର୍ଗାଙ୍କ ବ୍ରତ ଓ ପୂଜା ହୁଏ
ଉଦାହରଣ :
ଭିଣୋଇ ପ୍ରତିବର୍ଷ ନବରାତ୍ରିରେ ବ୍ରତ କରନ୍ତି
ସମକକ୍ଷ : ନବରାତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଶ୍ୱିନ ବା ଅଶିଣ ମାସର ଶୁକ୍ଳ ପକ୍ଷର ପ୍ରଥମ ନ ଦିନ
ଉଦାହରଣ :
ନବରାତ୍ରରେ ଦୁର୍ଗାଙ୍କୁ ନଅ ରୂପରେ ପୂଜା କରାଯାଏ
ସମକକ୍ଷ : ନବରାତ୍ର
ଅନ୍ୟ ଭାଷାରେ ଅନୁବାଦ :