ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୁଗୁଳ ଆଦି ଗନ୍ଧଦ୍ରବ୍ୟ ଜଳାଇ ବାହାର କରାଯାଉଥିବା ଧୂଆଁ
ଉଦାହରଣ : ପୂଜା ସ୍ଥାନରେ ଧୂନି ଜଳୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
गुग्गुल आदि गंध द्रव्य जलाकर निकाला हुआ धुआँ।
ଅର୍ଥ : ସାଧୁମାନଙ୍କଦ୍ୱାରା ଜଳା ଯାଉଥିବା ନିଆଁ
ଉଦାହରଣ : ସଧୁବାବା ଧୂନି ନିକଟରେ ବସି ରାମରାମ ଜପୁଛନ୍ତି
साधुओं के तापने की आग।
ସଂସ୍ଥାପନ କରନ୍ତୁ