ଅର୍ଥ : ଯାତ୍ରୀମାନଙ୍କ ରହିବାପାଇଁ ଧର୍ମାର୍ଥରେ କରାଯାଇଥିବା ଘର
ଉଦାହରଣ :
ଆମେ ବାରଣାସୀର ଗୋଟିଏ ଧର୍ମଶାଳାରେ ରହିଥିଲୁ
ସମକକ୍ଷ : ଜନାଶ୍ରୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭାରତର ହିମାଚଳ ପ୍ରଦେଶର ଏକ ସହର
ଉଦାହରଣ :
କାଙ୍ଗଡ଼ା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧର୍ମଶାଳା ସହରରେ ଅବସ୍ଥିତ
ସମକକ୍ଷ : ଧର୍ମଶାଳା ସହର
ଅନ୍ୟ ଭାଷାରେ ଅନୁବାଦ :
भारत के हिमाचल प्रदेश प्रांत का एक शहर।
काँगड़ा जिले का मुख्यालय धर्मशाला में है।