ଅର୍ଥ : ତରଳ ଅବସ୍ଥାରେ ରହିଥିବା ପଦାର୍ଥ
ଉଦାହରଣ :
ପାଣି ଏକ ତରଳ ପଦାର୍ଥ
ସମକକ୍ଷ : ତରଳ ପଦାର୍ଥ, ଦ୍ରବ ପଦାର୍ଥ, ପାଣିଆ
ଅନ୍ୟ ଭାଷାରେ ଅନୁବାଦ :
ऐसा पदार्थ जो तरल अवस्था में हो।
पानी एक तरल पदार्थ है।A substance that is liquid at room temperature and pressure.
liquid