ଅର୍ଥ : ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାର ପ୍ରକ୍ରିୟା
ଉଦାହରଣ :
ଉଚ୍ଚଶିକ୍ଷାପ୍ରାପ୍ତ ବ୍ୟକ୍ତି ଟଙ୍କା ଲୋଭରେ ଦେଶତ୍ୟାଗ କରନ୍ତି
ସମକକ୍ଷ : ଦେଶଛାଡ଼
ଅନ୍ୟ ଭାଷାରେ ଅନୁବାଦ :
अपने देश को छोड़कर किसी दूसरे देश में चले जाने की क्रिया।
उच्च शिक्षा प्राप्त व्यक्ति पैसे की लालच में देशत्याग करते हैं।Migration from a place (especially migration from your native country in order to settle in another).
emigration, expatriation, out-migration