ଅର୍ଥ : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି
ଉଦାହରଣ :
ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼
ଅନ୍ୟ ଭାଷାରେ ଅନୁବାଦ :
सौर जगत का पाँचवा ग्रह जो पृथ्वी से बहुत दूर है।
बृहस्पति सब ग्रहों से बड़ा है।The largest planet and the 5th from the sun. Has many satellites and is one of the brightest objects in the night sky.
jupiterଅର୍ଥ : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା
ଉଦାହରଣ :
ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି
ସମକକ୍ଷ : ଗୁରୁ, ଦେବାଚାର୍ଯ୍ୟ, ବୃହସ୍ପତି, ସୁରାଚାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
एक देवता जो सब देवताओं के गुरु हैं।
आपत्तिकाल में बृहस्पति देवताओं की मदद करते हैं।Personification of the power of ritual devotion.
brihaspati