ଅର୍ଥ : ଦୁର୍ଗନ୍ଧରେ ଭରା
ଉଦାହରଣ :
ସହରରେ ବସ୍ତିବାସୀ ପୂତିଗନ୍ଧମୟ ବାତାବରଣରେ ଜୀବନ କଟାନ୍ତି
ସମକକ୍ଷ : ଦୁର୍ଗନ୍ଧପୂର୍ଣ୍ଣ, ପୂତିଗନ୍ଧମୟ
ଅନ୍ୟ ଭାଷାରେ ଅନୁବାଦ :
दुर्गंध से भरा हुआ।
शहरों में झोपड़पट्टी वासी बदबूदार वातावरण में जीवन व्यतीत करते हैं।