ଅର୍ଥ : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ
ଉଦାହରଣ :
ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାଟି,ଅଭ୍ରଧାତୁ,କାଗଜ ଆଦିରେ ତିଆରି ହୋଇଥିବା ଲଣ୍ଠନ ଯାହାର ମୁହଁ ଉପର ଆଡ଼କୁ ହୋଇଥାଏ
ଉଦାହରଣ :
ଆଲୁଅ ନିମନ୍ତେ ଆଜି ବି କେତେକ ଘରେ ଦୀପାଧାର ଜଳା ଯାଇଥାଏ
ସମକକ୍ଷ : ପୁରୁଣା କାଳିଆ ଲଣ୍ଠନ
ଅନ୍ୟ ଭାଷାରେ ଅନୁବାଦ :