ଅର୍ଥ : ମାର୍ଗ ପ୍ରଶସ୍ତ କରିବାବାଲା ବ୍ୟକ୍ତି
ଉଦାହରଣ :
ଉତ୍ତମ ମାର୍ଗ ପ୍ରଦର୍ଶକଙ୍କ ସଂଖ୍ୟା ସ୍ୱଳ୍ପ ହେବା କାରଣରୁ ଆଜିକାଲିର ସମାଜରେ ଯୁବବର୍ଗ ଭୁଲ୍ ବାଟରେ ଯାଉଛନ୍ତି
ସମକକ୍ଷ : ପଥ ପ୍ରଦର୍ଶକ, ମାର୍ଗ ପ୍ରଦର୍ଶକ
ଅନ୍ୟ ଭାଷାରେ ଅନୁବାଦ :
मार्ग प्रशस्त करने वाला व्यक्ति।
आजकल समाज में अच्छे मार्ग प्रदर्शकों की कमी होने के कारण युवा वर्ग अपने मार्ग से भटकते जा रहे हैं।A leader in a campaign or movement.
torchbearer