ଅର୍ଥ : ଯେଉଁ ମାନସିକ ଶକ୍ତିଦ୍ୱାରା ବ୍ୟକ୍ତି ପ୍ରଚ୍ଛନ୍ନ ରହସ୍ୟଆଦି ଜାଣିପାରେ
ଉଦାହରଣ :
ସଂଜୟ ନିଜର ଦିବ୍ୟଦୃଷ୍ଟି ବଳରେ ଧୃତରାଷ୍ଟ୍ରଙ୍କ ଆଗରେ ଆଖିରେ ଦେଖିଥିବା ମହାଭାରତର କଥା କହୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
वह मानसिक शक्ति जिसके द्वारा व्यक्ति गुप्त बात, रहस्य आदि को जान लेता है।
संजय अपनी दिव्यदृष्टि के बल पर धृतराष्ट्र के सामने महाभारत का आँखों देखा हाल बता रहे थे।