ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲଙ୍ଗଳା ରହୁଥିବା ଜୈନସାଧୁ
ଉଦାହରଣ : ଏହା କ୍ଷପଣକଙ୍କ ସଭା
ସମକକ୍ଷ : କ୍ଷପଣକ, ଜୀବକ
ଅର୍ଥ : ଉଲଗ୍ନ ରହୁଥିବା ଜୈନ ସାଧୁ
ଉଦାହରଣ : ଏହି କୁଡ଼ିଆରେ ଜଣେ ଦିଗମ୍ବର ସାଧୁ ରହନ୍ତି
ସମକକ୍ଷ : ଦିଗଂବର, ଲଙ୍ଗୁଳି
ଅନ୍ୟ ଭାଷାରେ ଅନୁବାଦ :हिन्दी English
नंगा रहने वाला जैन साधु।
(Hinduism) an ascetic holy man.
ସଂସ୍ଥାପନ କରନ୍ତୁ