ଅର୍ଥ : ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ
ସମକକ୍ଷ : ଅହଂକାର, ଗର୍ବ, ଦମ୍ଭପୂର୍ଣ୍ଣତା, ଦର୍ପ, ଦର୍ପପୂର୍ଣ୍ଣତା
ଅନ୍ୟ ଭାଷାରେ ଅନୁବାଦ :
दर्प या दंभ से भरे होने की अवस्था या भाव।
आपकी दर्पिता के कारण मज़दूर काम छोड़कर चले गये।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessଅର୍ଥ : ବଡ଼ପଣିଆ ଦେଖାଇବା ବା ପ୍ରୟୋଜନ ସିଦ୍ଧ କରିବା ନିମନ୍ତେ ମିଛ ଆଡ଼ମ୍ବର
ଉଦାହରଣ :
ସେ ସବୁବେଳେ ନିଜର ବଡ଼ଲୋକୀ ପଣିଆ ଦେଖାଏ
ଅନ୍ୟ ଭାଷାରେ ଅନୁବାଦ :