ଅର୍ଥ : ତୃତୀୟ ଗିୟର ବା ଗିୟର ବାକ୍ସର ତୃତୀୟ ସ୍ଥାନରେ ଥିବା ଗିୟର
ଉଦାହରଣ :
ଏହି କାରର ଥାର୍ଡ଼ ଗିୟର କାମ କରୁନାହିଁ କାରକୁ ଥାର୍ଡ଼ ଗିୟରରେ ରଖ
ସମକକ୍ଷ : ଥାର୍ଡ଼ ଗିୟର
ଅନ୍ୟ ଭାଷାରେ ଅନୁବାଦ :
तीसरा गियर या वह गियर जो गियर बॉक्स में तीसरे स्थान पर होता है।
इस कार का तीसरा गियर काम नहीं कर रहा है।The third from the lowest forward ratio gear in the gear box of a motor vehicle.
You shouldn't try to start in third gear.