ଅର୍ଥ : ଅସ୍ତିତ୍ୱକୁ ଆଣିବା
ଉଦାହରଣ :
କୁମ୍ଭାର ମାଠିଆ ଗଢ଼ୁଛି
ସମକକ୍ଷ : ଗଢ଼ିବା, ନିର୍ମାଣ କରିବା
ଅନ୍ୟ ଭାଷାରେ ଅନୁବାଦ :
अस्तित्व में लाना।
कुम्हार घड़े बनाता है।ଅର୍ଥ : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
ଉଦାହରଣ :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
ସମକକ୍ଷ : ଉତାରିବା
ଅନ୍ୟ ଭାଷାରେ ଅନୁବାଦ :