ଅର୍ଥ : ତାରାରେ ଭରିଥିବା ହୋଇଥିବା ବା ଯେଉଁଥିରେ ତାରା ଅଛନ୍ତି
ଉଦାହରଣ :
ଶ୍ୟାମ ସ୍ମୃତିରେ ବିମୋହିତ ହୋଇ ତାରାଖଚିତ ଆକାଶକୁ ନିରୀକ୍ଷଣ କରୁଥିଲା
ସମକକ୍ଷ :
ତାରାଖଚିତ, ତାରାଭରା, ତାରାଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
Abounding with or resembling stars.
A starry night.
Starry illumination.
starry