ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ତାର ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଏ
ଉଦାହରଣ : ସିତାର ବାଦକ ବାଦ୍ୟତାରକୁ କଷୁଛନ୍ତି
ସମକକ୍ଷ : ବାଦ୍ୟତାର
ଅନ୍ୟ ଭାଷାରେ ଅନୁବାଦ :हिन्दी
वह तार जो वाद्य यंत्र में प्रयोग किया जाता है।
ଅର୍ଥ : କୌଣସି ଧାତୁକୁ ଟାଣି ତିଆରି କରାଯାଇଥିବା ତନ୍ତୁ
ଉଦାହରଣ : ଏହା ଟେଲିଫୋନ ତାର
ସମକକ୍ଷ : ତନ୍ତୁ, ତାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
धातु को खींचकर बनाया हुआ तंतु।
Ligament made of metal and used to fasten things or make cages or fences etc.
ଅର୍ଥ : ତାରଯୁକ୍ତ ବାଜା ବଜାଉଥିବା ବାଦକ
ଉଦାହରଣ : ପଣ୍ଡିତ ହରେରାମ ଜଣେ କୁଶଳ ତନ୍ତ୍ରୀ
ସମକକ୍ଷ : ତଂତ୍ରୀ, ତନ୍ତୁବାଦକ
वह वादक जो तार वाले बाजे बजाता हो।
ସଂସ୍ଥାପନ କରନ୍ତୁ