ଅର୍ଥ : ବ୍ୟାଙ୍କ ଆଦି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଦସ୍ତାବିଜ ଯେଉଁଥିରେ ଟଙ୍କାର ସମୂହ ଏବଂ ଏହି ଟଙ୍କାକୁ ପାଉଥିବା ବ୍ୟକ୍ତି, ବ୍ୟାଙ୍କ ଆଦିର ନାମ ଲେଖାଯାଇଥାଏ
ଉଦାହରଣ :
ଆପଣଙ୍କୁ ଆବେଦନ ପତ୍ର ସହିତ ପାଞ୍ଚଶହ ଟଙ୍କାର ଡ୍ରାଫ୍ଟକୁ କମ୍ପାନୀ ନାମରେ ପଠାଇବାକୁ ପଡିବ
ଅନ୍ୟ ଭାଷାରେ ଅନୁବାଦ :
A document ordering the payment of money. Drawn by one person or bank on another.
bill of exchange, draft, order of payment