ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆହାର ଗ୍ରହଣରେ ସଂଯମ ରଖିବା ପ୍ରକ୍ରିୟା
ଉଦାହରଣ : ଡାକ୍ତର ହୃଦରୋଗୀମାନଙ୍କୁ ଅଳ୍ପଆହାର କରିବା ପାଇଁ ଉପଦେଶ ଦେଇଛନ୍ତି
ସମକକ୍ଷ : ଅଳ୍ପଆହାର, ମିତଆହାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
आहार लेने में संयम बरतने की क्रिया।
The act of restricting your food intake (or your intake of particular foods).
ସଂସ୍ଥାପନ କରନ୍ତୁ