ଅର୍ଥ : ପଥିକମାନଙ୍କୁ ବେହୋସକରି ସେମାନଙ୍କ ଧନ ଲୁଟି ନେବାପାଇଁ ଠଗମାନେ ବ୍ୟବହାର କରୁଥିବା ନିଶା ପଦାର୍ଥ
ଉଦାହରଣ :
ଜଣେ ଠଗ ଠଗମୂରୀରେ ଜଣେ ଯାତ୍ରୀକୁ ବେହୋସ କରି ତାର ଜିନିଷପତ୍ର ଲୁଟି ନେଲା
ଅନ୍ୟ ଭାଷାରେ ଅନୁବାଦ :
वह नशीली वस्तु जिससे ठग पथिकों को बेहोश करके उनका धन लूटते हैं।
एक ठग ने ठगमूरी से एक यात्री को बेहोश करके उसका सामान लूट लिया।