ଅର୍ଥ : ଯାତ୍ରୀମାନଙ୍କ ନିକଟରେ ବୈଧ ଟିକିଟ ଅଛି କି ନାହିଁ ଯାଞ୍ଚ କରୁଥିବା ବ୍ୟକ୍ତି
ଉଦାହରଣ :
ଟିସିକୁ ଦେଖିବାକ୍ଷଣି ବିନା ଟିକିଟରେ ଯାତ୍ରା କରୁଥିବା ଯାତ୍ରୀ ଗାଡିରୁ ତଳକୁ ଓଲ୍ଲାଇଗଲେ
ସମକକ୍ଷ : ଟିକିଟ୍ ଚେକର
ଅନ୍ୟ ଭାଷାରେ ଅନୁବାଦ :
सवारियों की टिकिट को जाँच करने वाला वह व्यक्ति जो यह देखता है कि उनके पास वैध टिकिट है या नहीं।
टीसी को देखते ही बिना टिकिट यात्रा करने वाले लोग गाड़ी से नीचे उतर गए।