ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାକୁଡ଼ି ଜାତୀୟ ଯେଉଁ ଗୋଲ ଫଳକୁ ଖିଆଯାଏ
ଉଦାହରଣ : କୃଷକ ଖେତରେ ଟିଣ୍ଡା ଫସଲରେ ଜଳ ସେଚନ କରୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
ककड़ी की जाति की एक बेल जिसके फल खाये जाते हैं।
Any vine of the family Cucurbitaceae that bears fruits with hard rinds.
ଅର୍ଥ : ତରକାରି କରାଯାଉଥିବା କାକୁଡ଼ି ଜାତୀୟ ଏକ ଗୋଲ ଫଳ
ଉଦାହରଣ : ସୋହନକୁ ଟିଣ୍ଡାଫଳର ତରକାରି ଭଲ ଲାଗେ ନାହିଁ
ସମକକ୍ଷ : ଟିଣ୍ଡାଫଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
ककड़ी की जाति की एक बेल का गोल फल जिसकी तरकारी बनती है।
ସଂସ୍ଥାପନ କରନ୍ତୁ