ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ରୋଗନିରୋଧ ପାଇଁ ସେ ରୋଗର ଲସା ବା ରସକୁ ଶରୀର ମଧ୍ୟରେ ଛୁଞ୍ଚି ଦ୍ୱାରା ପ୍ରବେଶ କରାଇବା କ୍ରିୟା
ଉଦାହରଣ : କେତେକ ଜଣାଶୁଣା ରୋଗରୁ ରକ୍ଷା ପାଇବାପାଇଁ ପିଲାମାନଙ୍କୁ ଟିକା ଦିଆଯାଏ
ସମକକ୍ଷ : ଟିକାକରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी रोग को रोकने के लिए उस रोग का चेप या रस शरीर में सुई के द्वारा प्रविष्ट करने की क्रिया।
Taking a vaccine as a precaution against contracting a disease.
ଅର୍ଥ : ତିଳକ ଲଗେଇବାର ନାଲି ଚୂନା
ଉଦାହରଣ : ବରର କପାଳରେ ଭଉଣୀ ତିଳକ ଲଗେଇଲା
ସମକକ୍ଷ : ତିଳକ
ସଂସ୍ଥାପନ କରନ୍ତୁ