ଅର୍ଥ : ବହୁକାଳ ଧରି ଅନୁର୍ବର ହୋଇ ପଡିରହିଥିବା ଭୂମି
ଉଦାହରଣ :
କୃଷକ ଦିନରାତି ପରିଶ୍ରମ କରି ଟାଙ୍ଗରାଭୂମିକୁ ଉଠିଆ କଲା
ସମକକ୍ଷ : ବାଞ୍ଝ ମାଟି
ଅନ୍ୟ ଭାଷାରେ ଅନୁବାଦ :
पुराना बंजर या वह भूमि जो बहुत अधिक दिनों से बंजर हो।
किसान ने दिन-रात मेहनत करके कालबंजर को कृष्य बनाया।