ଅର୍ଥ : କିଛି ଜାଣିବାପାଇଁ ବାରମ୍ବାର ଚାହିଁବା ବା ଝୁଙ୍କିବା ପ୍ରକ୍ରିୟା
ଉଦାହରଣ :
ଘରକୁ ଆସିଥିବା ନୂଆବୋହୂକୁ ଦେଖିବାପାଇଁ ଲୋକେ ଝୁଙ୍କାଝୁଙ୍କି ହେଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
कुछ जानने के लिए बार-बार ताकने या झाँकने की क्रिया।
घर में आई दुल्हन को देखने के लिए लोग ताक-झाँक करने लगे।