ଅର୍ଥ : ଫଳ ଆଦିର ଯେଉଁ ଶସ ଏବଂ ରସକୁ ରାନ୍ଧି ଗାଢ଼ା କରି ଦିଆଯାଇଛି
ଉଦାହରଣ :
ପିଜୁଳି ଜେଲୀ ସ୍ୱାସ୍ଥ୍ୟ ବର୍ଦ୍ଧକ
ସମକକ୍ଷ :
ଅବଲେହ
ଅନ୍ୟ ଭାଷାରେ ଅନୁବାଦ :
फलों आदि का वह गूदा और रस जो पकाकर गाढ़ा कर लिया गया हो।
अमरूद की जेली स्वास्थ्यवर्धक है।
अवलेह,
जेली
A preserve made of the jelled juice of fruit.
jelly