ଅର୍ଥ : ଯେଉଁ ବିଜ୍ଞାନରେ ଜୀବଜନ୍ତୁଙ୍କ ଉତ୍ପତ୍ତି, ବିକାଶ, ସ୍ୱରୂପ, ଓ ବିଭାଗଗୁଡ଼ିକର ବିବେଚନା ହୋଇଥାଏ
ଉଦାହରଣ :
ପ୍ରାଣୀବିଜ୍ଞାନ ସୁଶାନ୍ତର ପ୍ରିୟ ବିଷୟ
ସମକକ୍ଷ : ପ୍ରାଣୀବିଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
वह विज्ञान जिसमें जंतुओं या प्राणियों की उत्पत्ति,विकास,स्वरूप और विभागों आदि का विवेचन होता है।
सुशांत के लिए प्राणिविज्ञान बहुत ही रोचक विषय है।