ଅର୍ଥ : ସକାଳେ ବା ସଂଧ୍ୟାଆଦିରେ କରାଯାଉଥିବା ଅଳ୍ପ ଏବଂ ହାଲୁକା ଭୋଜନ
ଉଦାହରଣ :
ମୁଁ ଆଜି ଜଳଖିଆରେ ଗାଜର ହାଲୁଆ ଖାଇଲି
ସମକକ୍ଷ : ଜଳଖିଆ
ଅନ୍ୟ ଭାଷାରେ ଅନୁବାଦ :
Snacks and drinks served as a light meal.
refreshmentଅର୍ଥ : ପାଣି ପିଇବା ଅବା ପିଆଇବା କାମ
ଉଦାହରଣ :
କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି
ସମକକ୍ଷ : ଆଚମନ
ଅନ୍ୟ ଭାଷାରେ ଅନୁବାଦ :