ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୁନାରୁପାର ପତଳା ତାର ବା ଯେଉଁ ତାରରେ ସୁନା ବା ରୁପା ପାଣି ଦିଆହୋଇଛି
ଉଦାହରଣ : ଜରି କନାରେ ଜରି ଲାଗିଥାଏ
ସମକକ୍ଷ : ତାରକସି
ଅନ୍ୟ ଭାଷାରେ ଅନୁବାଦ :हिन्दी
सोने, चाँदी का पतला तार या वह तार जिसपर सोने या चाँदी का पानी चढ़ा हो।
ଅର୍ଥ : ଲୁଗା ଆଦିରେ ବୁଣାଯାଇଥିବା ସୁନେଲି ତାରର ସୂକ୍ଷ୍ମସୂତା
ଉଦାହରଣ : ଏଇ ଶାଢ଼ୀରେ ଅଧିକ ଜରି ଲାଗିଛି
सोने के तार जो कपड़े आदि में बुने रहते हैं।
ସଂସ୍ଥାପନ କରନ୍ତୁ