ଅର୍ଥ : ଶରୀରରେ ମିଳୁଥିବା ସେହି ଅନ୍ତ୍ର ଯାହା ବୃହାଦନ୍ତ୍ରର ତଳେ ଥାଏ ଏବଂ ଯେଉଁଠାରେ ହଜମ କ୍ରିୟା ସମ୍ପୂର୍ଣ୍ଣ ହୁଏ
ଉଦାହରଣ :
ହଜମ ହୋଇଥିବା ଖାଦ୍ୟ କ୍ଷୁଦ୍ରାନ୍ତ୍ରରେ ଅବଶୋଷିତ ହୋଇଥାଏ
ସମକକ୍ଷ : କ୍ଷୁଦ୍ରାନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
शरीर में पायी जानेवाली वह आँत जो आमाशय और बड़ी आँत के बीच होती है और जहाँ पाचन क्रिया संपूर्ण होती है।
पचा भोजन छोटी आँत में अवशोषित होता है।The longest part of the alimentary canal. Where digestion is completed.
small intestine