ଅର୍ଥ : ବହୁତ ଘୃଣା ପ୍ରକଟ କରିବା
ଉଦାହରଣ :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
ସମକକ୍ଷ : ତିରସ୍କାର କରିବା, ଧିକ୍କାର କରିବା, ଭର୍ତ୍ସନା କରିବା
ଅନ୍ୟ ଭାଷାରେ ଅନୁବାଦ :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।