ଅର୍ଥ : ବେଶ ବଦଳାଇବା ବା ନିଜ ସ୍ୱରୂପକୁ ଲୁଚାଇବା କ୍ରିୟା
ଉଦାହରଣ :
ଛଦ୍ମ ବେଶର ସାହାଯ୍ୟ ନେଇ ସେ ସିପାହୀମାନଙ୍କଠାରୁ ରକ୍ଷାପାଇଗଲା
ଅନ୍ୟ ଭାଷାରେ ଅନୁବାଦ :
The act of concealing the identity of something by modifying its appearance.
He is a master of disguise.