ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଗୌରବଶାଳୀ ରାଜା ପ୍ରତୀକ ରୂପରେ ଛତ୍ର ଲଗାଉଥିଲେ
ଉଦାହରଣ : ଶିବାଜୀ ମହାରାଜା ଜଣେ ଛତ୍ରପତି ଥିଲେ
ସମକକ୍ଷ : ଛତ୍ରଧାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह गौरवशाली राजा जो प्रतीक चिह्न के रूप में छत्र लगाता था।
A prince or king in India.
ଅର୍ଥ : ଛତ୍ର ଧାରଣ କରିଥିବା ବ୍ୟକ୍ତି
ଉଦାହରଣ : ଛତ୍ରପତି ରାଜାଙ୍କ ଦର୍ଶନ ପାଇଁ ପ୍ରଜାମାନେ ଆତୁର ଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
छत्र धारण करनेवाला।
ସଂସ୍ଥାପନ କରନ୍ତୁ