ଅର୍ଥ : ଗର୍ବ ଦେଖାଉଥିବା ସୁନ୍ଦର ସ୍ତ୍ରୀମାନଙ୍କୁ ସଂବୋଧନ କରାଯାଉଥିବା ପଦ
ଉଦାହରଣ :
ଗାଁର ଲୋକେ ତାକୁ ଛଇଳା ଡାକନ୍ତି
ସମକକ୍ଷ : ଅଣ୍ଡିରାଚଣ୍ଡୀ, ଛଇଳୀ, ଛମକ୍ଛଲ୍ଲି, ଫୁଲେଇ
ଅନ୍ୟ ଭାଷାରେ ଅନୁବାଦ :
इतराने वाली ख़ूबसूरत स्त्रियों को दिया जानेवाला संबोधन।
गली के लड़के उसे छमिया बुलाते हैं।