ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷ ମୁଁହରେ ରଖି ତାର ରସ ପିଇବା
ଉଦାହରଣ : ରାମ ଆମ୍ବ ଚୁଷୁଛି
ସମକକ୍ଷ : ଚୁଚୁମିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी चीज़ को मुँह में दबाकर उसका रस पीना।
Draw into the mouth by creating a practical vacuum in the mouth.
ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ପ୍ରଭାବ ବା ଗୁଣ ବାହାର କରିଦେବା
ଉଦାହରଣ : ସାପୁଆକେଳା ଛୁଆଟିର ଶରୀରରୁ ସାପର ବିଷ କାଢ଼ୁଛି
ସମକକ୍ଷ : କାଢ଼ିବା, ଟାଣିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी व्यक्ति या वस्तु का प्रभाव या गुण निकाल देना।
ସଂସ୍ଥାପନ କରନ୍ତୁ