ଅର୍ଥ : ଯେ ବିଦ୍ୟା ଅଧ୍ୟୟନ କରେ
ଉଦାହରଣ :
ଏହି ଶ୍ରେଣୀରେ ପଚିଶ ଜଣ ଛାତ୍ର ପଢ଼ନ୍ତି
ସମକକ୍ଷ : ଛାତ୍ର, ବିଦ୍ୟାର୍ଥୀ, ଶିଷ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह जो शैक्षणिक संस्थानों में विद्या का अध्ययन करता हो।
इस कक्षा में पच्चीस छात्र हैं।ଅର୍ଥ : ଖାଇବା ନିମନ୍ତେ ରାଗୁଆ ଓ ଲୁଣିଆ ଜିନିଷ
ଉଦାହରଣ :
ଶ୍ୟାମ ଚାଟ ଖାଇବାକୁ ପସନ୍ଦ କରେଏହି ଚାଟ ଦୋକାନରେ ସେଓ,ମସଲା ଦିଆ ସିଝା ଆଳୁ ଏବଂ ଦହିବରା ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ ଜଣେ କିଛି ପାଇଛି ବା ଶିଖାଇଛି
ଉଦାହରଣ :
ଗୁରୁଶିଷ୍ୟଙ୍କ ସମ୍ପର୍କ ମଧୁର ହେବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :